ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କ କୋଭିଡ ଟେଷ୍ଟ ।
ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କର ଆରଟିପିସିଆର ଟେଷ୍ଟ ସହ ଆଣ୍ଟିବଡି ଟେଷ୍ଟ କରାଯାଉଛି । ସର୍ବଦଳୀୟ ବୈଠକ ନିଷ୍ପତ୍ତିକ୍ରମେ ପ୍ରଥମଥର ପାଇଁ ସମସ୍ତ ସଦସ୍ୟଙ୍କ ଆଣ୍ଟିବଡି ଟେଷ୍ଟ କରାଯାଇଛି ।
#Assembly #MonsoonSession #MLA #Covid19 #Antigentest #Antibodytest #Odisha #ArgusNews